Skip to content
Home
About Us
Founder
Team
Pathology Lab
OPDs
Our Gallery
Contact Us
Menu
Home
About Us
Founder
Team
Pathology Lab
OPDs
Our Gallery
Contact Us
Phone
+91 73269 46009
Home
About Us
Founder
Team
Pathology Lab
OPDs
Our Gallery
Contact Us
Menu
Home
About Us
Founder
Team
Pathology Lab
OPDs
Our Gallery
Contact Us
Schedule an OPD
December 2025, OPDs
Special Doctors Visits
ଆପଣଙ୍କ ଶିଶୁ ର ଜ୍ଵର , କାଶ , ଖାଇବା ରେ ଅରୁଚି ହେଉଛି କି ? ଡେରି କରନ୍ତୁ ନାହିଁ - ଠିକ୍ ସମୟରେ ଚିକିତ୍ସା ହେଉଛି ସବୁଠାରୁ ଜରୁରୀ ଡ଼ା: ଦାମୋଦର ମିଶ୍ର ସମୟ : ପ୍ରତ୍ୟେକ ସୋମବାର, ଗୁରୁବାର , ଶନିବାର ସକାଳ 8 ଟା ଫୋନ୍: 7750893493 , 7326946009
ୋଟ ରୋଗ କୁ ବଡ଼ ହେବାକୁ ଦିଅନ୍ତୁ ନାହିଁ - ସମୟରେ ଚିକିତ୍ସା ହିଁ ଜୀବନ ବଞ୍ଚାଇ ଥାଏ ଯଦି ଆପଣଙ୍କ BP, ସୁଗର, ଛାତି ରେ ଜଳାପୋଡା , ହାର୍ଟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ - ତା ହେଲେ ଆଜି ହିଁ ଡାକ୍ତର ଚନ୍ଦ୍ରଭାନୁ ମହଲିଙ୍ଗ ଙ୍କୁ ଦେଖାନ୍ତୁ ପ୍ରତିଦିନ ସକାଳ ୭ ରୁ ୯ ଏବଂ ସନ୍ଧ୍ୟା ୫ ରୁ ୮ ଫୋନ୍ : 7750893493 , 7326946009
ମହିଳାଙ୍କ ସ୍ବାସ୍ଥ୍ୟ - ଅଣଦେଖା କରନ୍ତୁ ନାହିଁ ଯଦି ଆପଣଙ୍କ ଗର୍ଭାଶୟ ସମସ୍ୟା , ଅନିୟମିତ ମାସିକ , ପେଟ ଦରଜ , ଦୁର୍ବଳତା , ଧଳା ପାଣି ସମସ୍ୟା ପାଇଁ ବିଶ୍ଵ ସନୀୟ ଚିକିତ୍ସା ଏବେ ଆମ ସହରରେ ଡ଼ା.ସତ୍ୟମ୍ ଦାଶ ( ବୁର୍ଲା ) ସମୟ : ପ୍ରତିଦିନ ସକାଳ ୭ ଟା ରୁ ୯ ଟା ଫୋନ୍ : 7750893493 , 7326946009
ଯଦି ଆପଣଙ୍କ ଆଣ୍ଠୁ ,ପିଠି, କହୁଣୀ , ଏଡି, କାନ୍ଧ ରେ ଯନ୍ତ୍ରଣା , ଚାଲିବା ଉଠିବା ରେ ଅସୁବିଧା , ହାଡ଼ ଭାଙ୍ଗିବା ସମସ୍ୟା ହେଉଛି ଡେରି ନ କରି ଡାକ୍ତର ଶୁଭମ୍ ଅଗ୍ରୱାଲ ଙ୍କ ସହ ପରାମର୍ଶ କରନ୍ତୁ । ସମୟ : ପ୍ରତିଦିନ ସକାଳ ୯ ରୁ ୧୧ ଫୋନ୍ : 7750893493 , 7326946009
ଆପଣଙ୍କ ପାଦ , ମୁଁହ ଫୁଲି ଯାଉଛି କି ଶରୀରରେ ପାଣି ଜମା ହେଉଛି କି, ଥକ୍କା ଲାଗୁଛି କି , ପରିସ୍ରା କଲାବେଳେ ଦରଜ ହେଉଛି କି ତା ହେଲେ ଶୀଘ୍ର କିଡ଼ିନି ରୋଗ ବିଶେଷଜ୍ଞ ଙ୍କ ସହ ପରାମର୍ଶ କରନ୍ତୁ ଡାକ୍ତର ଯୁଧାଜିଟ ମାଇତି (ସମ୍ ହସ୍ପିଟାଲ, ଭୁବନେଶ୍ୱର ) ପ୍ରତିମାସ ପ୍ରଥମ ରବିବାର ଫୋନ୍ : 7750893493 , 7326946009
ଯଦି ଆପଣଙ୍କୁ ବାରମ୍ବାର ଅଧକପାଳି, ମୁଣ୍ଡ ବ୍ୟଥା , ହାତ ଗୋଡ ଝୁମ୍ ଝୁମି ଲାଗିବା, ମାଂସପେଶୀ ରେ ଅଚାନକ କମଯୋରି ଲାଗୁଚି ତାହେଲେ ଆମର ବରିଷ୍ଠ ସ୍ନାୟୁ ରୋଗ ବିଶେଷଜ୍ଞ ଙ୍କ ପରାମର୍ଶ କରନ୍ତୁ । ଡାକ୍ତର ଅମିୟ ଗଉଡ ( କଟକ ବଡ଼ ମେଡ଼ିକାଲ) ସମୟ : ପ୍ରତି ମାସ ଦ୍ଵିତୀୟ ଶନିବାର ଫୋନ୍ : 7750893493 , 7326946009
ଆସନ୍ତୁ ଜାଣିବା କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ କର୍କଟକୁ ଚିହ୍ନଟ କରନ୍ତୁ: ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଆପଣଙ୍କ ଶରୀରର ସଂକେତକୁ ଅଣଦେଖା କରନ୍ତୁ ନାହିଁ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଚିହ୍ନଟ କରନ୍ତୁ ୧.ଅସାମାନ୍ୟ କ୍ଷତ: ଶରୀରରେ କୌଣସି କ୍ଷତ ଯାହାକି ଶୁଖୁ ନାହିଁ। ୨.ଅସ୍ୱାଭାବିକ ରକ୍ତସ୍ରାବ: ଶରୀରର ଯେକୌଣସି ଅଂଶରୁ ଅସ୍ୱାଭାବିକ ରକ୍ତସ୍ରାବ କିମ୍ବା ସ୍ରାବ ହେବା। ୩.ଗୁଳା କିମ୍ବା ଆବୁ: ଶରୀରର ଯେକୌଣସି ସ୍ଥାନ, ବିଶେଷକରି ସ୍ତନ କିମ୍ବା ଅନ୍ୟ କୌଣସି ଜାଗାରେ ଗୁଳା କିମ୍ବା ଆବୁ ଅନୁଭବ କରିବା। ୪.କ୍ଲାନ୍ତି: ବିନା କାରଣରେ ଅତ୍ୟଧିକ କ୍ଲାନ୍ତି ଓ ଦୁର୍ବଳ ଅନୁଭବ କରିବା। ୫.ଭୋଜନରେ ଅସୁବିଧା: ଖାଦ୍ୟ ଗିଳିବାରେ କଷ୍ଟ କିମ୍ବା ହଜମ ପ୍ରକ୍ରିୟାରେ ଅସୁବିଧା। ୬.ମଳତ୍ୟାଗ ଅଭ୍ୟାସରେ ପରିବର୍ତ୍ତନ: ମଳତ୍ୟାଗ ଅଭ୍ୟାସରେ ସ୍ଥାୟୀ ପରିବର୍ତ୍ତନ ହେବା। ୭.କାଶ: ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହୁଥିବା କାଶ କିମ୍ବା ସ୍ୱରରେ ପରିବର୍ତ୍ତନ। ୮.ଓଜନ ହ୍ରାସ: ବିନା କାରଣରେ ଓଜନ କମିବା। ଯଦି ଆପଣ ଏହି ଲକ୍ଷଣଗୁଡ଼ିକ ଅନୁଭବ କରନ୍ତି, ତେବେ କ'ଣ କରିବେ ? ଅଣଦେଖା କରନ୍ତୁ ନାହିଁ: ଏହି ଲକ୍ଷଣଗୁଡ଼ିକ କର୍କଟ ବ୍ୟତୀତ ଅନ୍ୟ କୌଣସି ରୋଗର ମଧ୍ୟ ହୋଇପାରେ। କିନ୍ତୁ ଏହାକୁ ଅଣଦେଖା କରିବା ଠିକ୍ ନୁହେଁ। ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ: ଯଦି ଏହି ଲକ୍ଷଣଗୁଡ଼ିକ ଦୀର୍ଘ ଦିନ ଧରି ରହେ, ତେବେ ତୁରନ୍ତ ଜଣେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ପ୍ରାରମ୍ଭିକ ଚିକିତ୍ସା: କର୍କଟର ପ୍ରାରମ୍ଭିକ ଚିହ୍ନଟ ହେଲେ ଚିକିତ୍ସା ଅଧିକ ସହଜ ଓ ପ୍ରଭାବଶାଳୀ ହୋଇଥାଏ। ଡାକ୍ତର ମନୀନ୍ଦ୍ର ନାୟକ (ଆପୋଲୋ ହସ୍ପିଟାଲ ଭୁବନେଶ୍ୱର) ସମୟ : ପ୍ରତିମାସ ଦ୍ଵିତୀୟ ଗୁରୁବାର ଫୋନ୍: 7750893493 , 7326946009
ଚର୍ମ ରୋଗ ସମ୍ବନ୍ଧୀୟ ସାଧାରଣ ଲକ୍ଷଣ (Common symptoms of Skin related Issue) ୧.କୁଣ୍ଡିଆ କିମ୍ବା ଗଲୁ ହେବା: (Itching or irritation) ୨.ଚର୍ମରେ ଲାଲ୍ ଦାଗ: (Red spots on the skin) ୩.ଚର୍ମ ଫାଟିବା କିମ୍ବା ଚମକ ହରାଇବା: (Dry, cracked, or dull skin) ୪.ଫଳିଯିବା : (Pimples or blisters) ୫.ଚର୍ମର ରଙ୍ଗ ପରିବର୍ତ୍ତନ ହେବା: (Changes in skin color or abnormal pigmentation) ୬.ଫୁଲା ବା ଫୁଲି ଯିବା: (Swelling) ଅନ୍ୟାନ୍ୟ ଲକ୍ଷଣ (Other symptoms) ୭.ଚମକିଆ ଦାଗ: (Bumps or raised areas) ୮.ଆଲର୍ଜି ହେବା: (Allergy) ୯.ଘା' ହେବା କିମ୍ବା ଖଣ୍ଡିଆ ହେବା: (Sores or ulcers) ୧୦.ଚର୍ମ ଛାଡିବା କିମ୍ବା ଚର୍ମ ଉଠିବା: (Peeling or flaking skin) ଘରୋଇ ଉପଚାର ପୂର୍ବରୁ ଡାକ୍ତରଙ୍କ ସହିତ କଥା ହୁଅନ୍ତୁ: ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀ ସମୟ : ପ୍ରତି ସୋମବାର ସନ୍ଧ୍ୟା 6 ଟା ଫୋନ୍ : 7750893493 , 7326946009
ମାନସିକ ରୋଗର ଲକ୍ଷଣ: ୧.ଅତ୍ୟଧିକ ଦୁଃଖ କିମ୍ବା ନିରାଶା: ମନ ସବୁବେଳେ ଦୁଃଖ ଲାଗିବା କିମ୍ବା କୌଣସି ବିଷୟରେ ଆଶା ନ ରହିବା. ୨.ଆଗ୍ରହ କମିଯିବା: ଯେଉଁ କାମରେ ଆଗରୁ ଆନନ୍ଦ ମିଳୁଥିଲା, ସେଥିରେ ଆଉ ଇଚ୍ଛା ନହେବା. ୩.ଭୋକ ଓ ନିଦରେ ପରିବର୍ତ୍ତନ: ଅତ୍ୟଧିକ ଭୋକ ଲାଗିବା କିମ୍ବା ଆଦୌ ଭୋକ ନ ଲାଗିବା; ବହୁତ ଶୋଇବା କିମ୍ବା ଆଦୌ ନିଦ ନ ହେବା. ୪.ଶକ୍ତିର ଅଭାବ: ସବୁବେଳେ ଥକ୍କା ଲାଗିବା କିମ୍ବା ଶକ୍ତିହୀନ ମନେ କରିବା. ୫.ଏକାକୀ ରହିବାକୁ ଇଚ୍ଛା କରିବା: ସାଙ୍ଗସାଥୀ ଏବଂ ପରିବାରଠାରୁ ଦୂରେଇ ରହିବା. ୬.ଚିନ୍ତା ଓ ଭୟ: ସବୁବେଳେ ବ୍ୟସ୍ତ ରହିବା କିମ୍ବା ବିନା କାରଣରେ ଭୟ ଲାଗିବା. ୭.ଏକାଗ୍ରତା ଅଭାବ: କୌଣସି କାମରେ ମନ ଲଗାଇ ନପାରିବା. ଗମ୍ଭୀର ଲକ୍ଷଣ (Severe Symptoms) ୧.ଭ୍ରମ (Hallucinations): ଯାହା ବାସ୍ତବ ନୁହେଁ, ସେପରି ଶବ୍ଦ ଶୁଣିବା ବା କିଛି ଦେଖିବା. ୨.ଭ୍ରାନ୍ତି (Delusions): ଭୁଲ କଥାକୁ ସତ ବୋଲି ବିଶ୍ୱାସ କରିବା, ଯେପରିକି ଅନ୍ୟମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଭାବିବା. ୩.ଅସଙ୍ଗତ ଚିନ୍ତାଧାରା: କଥାବାର୍ତ୍ତା କଲାବେଳେ ଅସଙ୍ଗତ କଥା କହିବା. ୪.ଅସ୍ୱାଭାବିକ ଆଚରଣ: ଅଦ୍ଭୁତ କାର୍ଯ୍ୟ କରିବା କିମ୍ବା ବାରମ୍ବାର ଗୋଟିଏ କାମ କରିବା. ଯଦି ଏହି ସବୁ ଲକ୍ଷଣ ଦେଖା ଦେଉଥାଏ ତ ହେଲେ ମନୋରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ପଟେଲ ଙ୍କ ସହ ପରାମର୍ଶ କରନ୍ତୁ ସମୟ : ପ୍ରତି ମାସ ପ୍ରଥମ ରବିବାର ଫୋନ୍: 7750893493 , 7326946009
ଯଦି ଆପଣଙ୍କ ଆଣ୍ଠୁ ,ପିଠି, କହୁଣୀ , ଏଡି, କାନ୍ଧ ରେ ଯନ୍ତ୍ରଣା , ଚାଲିବା ଉଠିବା ରେ ଅସୁବିଧା ହେଉଛି ଡେରି ନ କରି ବାତରୋଗ ବିଶେଷଜ୍ଞ ଡାକ୍ତର ପି.କେ.ଜେନା ଙ୍କ ସହ ପରାମର୍ଶ କରନ୍ତୁ । ସମୟ : ପ୍ରତିମାସ ତୃତୀୟ ଶନିବାର ଫୋନ୍ : 7750893493 , 7326946009
Your Health, Our Mission
Visit The Best Doctors
Dr. P.K. Jena
Rheumatologist
Every Third Saturday
03 PM - 06 PM IST
SCHEDULE AN APPOINTMENT
Dr. Soubhagya Ranjan
Dermatologist
Every Day
09 AM - 12 PM IST
SCHEDULE AN APPOINTMENT
Dr. C. Mahaling
Medicine Specialist
Every Day
05 PM Onwards
SCHEDULE AN APPOINTMENT
Dr. Amiya Gouda
Neurology
SCB Medical College, Cuttack
Every Second Saturday
03 PM - 06 PM IST
SCHEDULE AN APPOINTMENT